Advertisment

ଏକାଠି ହେଲେ ଜମିହରା ପ୍ରଜା | Odisha Reporter

author-image
Odisha Reporter

#ଏକାଠି_ହେଲେ_ଜମିହରା_ପ୍ରଜା
ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ଜମିହରା କ୍ଷତିଗ୍ରସ୍ତ ପ୍ରଜା ସଂଘ ଓ ବ୍ରାହ୍ମଣୀ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ଏକାଠି ହୋଇଥିଲେ ଶହ ଶହ ଜମିହରା ପ୍ରଜା । ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶତାଧିକ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ଅଞ୍ଚଳରେ ପ୍ରଦୂଷଣ ରୋକାଯିବା, ବେକାରୀ ସମସ୍ୟାର ସମାଧାନ, ସ୍ଵାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଦାବୀ କରିିିଥିଲେ । ସମସ୍ତ ଦାବୀ ପୂରଣ ହେଲେ ଯାଇ ସେହି ଅଞ୍ଚଳରେ ନୂତନ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ସ୍ୱାଗତ କରାଯିବ ବୋଲି ପ୍ରତିଜ୍ଞା ନେଇଛନ୍ତି ଅଞ୍ଚଳବାସୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Dhenkanal#displaceme#protest

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News