Advertisment

ଗାଡ଼ି ଭିଡ଼ିନେବା ପଡ଼ିଲା ମହଙ୍ଗା, ବାନ୍ଧିଲା ପୁଲିସ୍ || Fake Recovery Agents EXPOSED! || Odisha Reporter

author-image
Odisha Reporter

ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ଭିଡ଼ିନେବା ପଡିଲା ମହଙ୍ଗା | କିସ୍ତି ଟଙ୍କା ସୁଝିଥିଲେ ମଧ୍ୟ ଅଧିକ ଟଙ୍କା ଡିମାଣ୍ଡ କରୁଥିଲେ ଏଜେଣ୍ଟ | ମାଆ ଭଗବତୀ ଆସୋଷିଏଟସ୍ ନାମରେ କରିଥିଲେ ରିକଭରି ଏଜେଣ୍ଟ ସଂସ୍ଥା |
ଲଗାତାର ଏକାଧିକ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ | ବିଚ୍ ରାସ୍ତାରୁ କାର୍ ଉଠାଇ ନେବାରୁ ଥାନାରେ ହେଲା ଅଭିଯୋଗ | ସହିଦନଗର ଥାନାରେ ଅଭିଯୋଗ କଲେ ଗାଡ଼ି ମାଲିକ| ରିକଭରି ଏଜେଣ୍ଟ ଗ୍ୟାଙ୍ଗର ମୁଖ୍ୟକୁ ଉଠାଇ ନେଲା ପୋଲିସ |ଦୁଇଟି କାର୍ ଜବତ୍ ସହ ଜଣକୁ ଅଟକ ରଖି ଚାଲିଛି ପଚରାଉଚରା |ସଂସ୍ଥାର ଅନ୍ୟ ଏଜେଣ୍ଟ ମାନେ ଫେରାର।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhubaneswar#odishanews

Odisha Odisha Reporter Bhubaneswar News odia breaking news national news in odia odisha reporter youtube news in odia oriya news today Odisha breaking news Odisha crime news Bhubaneswar crime update odia khabar OTV FeeDin Odisha recovery agent scam fake recovery agent Odisha car seizure case recovery agent fraud Sahidnagar police case Maa Bhagabati Associates fraud car recovery scam extortion case Odisha viral odia news