Advertisment

ଗାଡ଼ି ଭିଡ଼ିନେବା ପଡ଼ିଲା ମହଙ୍ଗା, ବାନ୍ଧିଲା ପୁଲିସ୍ || Fake Recovery Agents EXPOSED! || Odisha Reporter

Advertisment

ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ଭିଡ଼ିନେବା ପଡିଲା ମହଙ୍ଗା | କିସ୍ତି ଟଙ୍କା ସୁଝିଥିଲେ ମଧ୍ୟ ଅଧିକ ଟଙ୍କା ଡିମାଣ୍ଡ କରୁଥିଲେ ଏଜେଣ୍ଟ | ମାଆ ଭଗବତୀ ଆସୋଷିଏଟସ୍ ନାମରେ କରିଥିଲେ ରିକଭରି ଏଜେଣ୍ଟ ସଂସ୍ଥା |
ଲଗାତାର ଏକାଧିକ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ | ବିଚ୍ ରାସ୍ତାରୁ କାର୍ ଉଠାଇ ନେବାରୁ ଥାନାରେ ହେଲା ଅଭିଯୋଗ | ସହିଦନଗର ଥାନାରେ ଅଭିଯୋଗ କଲେ ଗାଡ଼ି ମାଲିକ| ରିକଭରି ଏଜେଣ୍ଟ ଗ୍ୟାଙ୍ଗର ମୁଖ୍ୟକୁ ଉଠାଇ ନେଲା ପୋଲିସ |ଦୁଇଟି କାର୍ ଜବତ୍ ସହ ଜଣକୁ ଅଟକ ରଖି ଚାଲିଛି ପଚରାଉଚରା |ସଂସ୍ଥାର ଅନ୍ୟ ଏଜେଣ୍ଟ ମାନେ ଫେରାର।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhubaneswar#odishanews

Bhubaneswar crime update OTV FeeDin viral odia news extortion case Odisha Odisha crime news car recovery scam Maa Bhagabati Associates fraud Odisha breaking news Sahidnagar police case recovery agent fraud Bhubaneswar News Odisha car seizure case fake recovery agent Odisha recovery agent scam Odisha oriya news today odia khabar news in odia odisha reporter youtube national news in odia Odisha Reporter odia breaking news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe