Advertisment

ଦଳରେ ଯୋଗ ଦେଉଛନ୍ତି ନେତା, ଜାଣୁନାହାନ୍ତି ବିଧାୟିକା! | Odisha Reporter

Advertisment

"ଗତକାଲି କଟକର ଜଣେ ନେତା ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଲେ । ହେଲେ ମୁଁ ଜାଣିନାହିଁ । ମୁଁ ସୋସିଆଲ ମିଡ଼ିଆରୁ ଜାଣିବାକୁ ପାଇଲି ଜଣେ କିଏ ଯୋଗଦେଲେ, ଠିକ ଢଙ୍ଗରେ ସମସ୍ତଙ୍କୁ ଡାକିକି କାର୍ଯ୍ୟକ୍ରମ କଲେ କଂଗ୍ରେସ ଆଗକୁ ବଢିପାରିବ"ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ।

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe