ବଜାରରେ ହୁ ହୁ ହେଇ ବଢ଼ୁଛି ସୁନା ଓ ରୁପା ଦର || Gold & Silver Prices on Fire 🚨 Market Shock || Odisha Reporter
ବଜାରରେ ହୁ ହୁ ହେଇ ବଢ଼ୁଛି ସୁନା ଓ ରୁପା ଦର। ପ୍ରତିଦିନ ବଢ଼ୁଛି, ପ୍ରତିଦିନ ଛାନିଆ କରୁଛି ରେଟ୍। ସପ୍ତାହକ ଭିତରେ ସୁନା ବଢ଼ିଗଲା ୧୦ ହଜାର ଟଙ୍କା। ରୁପା ତ ଯେମିତି ବୋଲ ହିଁ ମାନୁନି। ଆଜି ରୁପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହେଉଛି। ମାସକ ମଧ୍ୟରେ ଲକ୍ଷେ ଟଙ୍କାରୁ ଅଧିକ ବଢ଼ିଛି ରୁପା।
#OdishaBusiness_Bhubaneswar#GoldPriceRise_Bhubaneswar#SilverRateSurge_Odisha#BullionMarket_Odisha#GoldRateToday#SilverPriceToday#BhubaneswarMarket#BullionPriceHike#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
