Advertisment

ଠିଆ ଠିଆ ଅଧିକାରୀଙ୍କୁ ଟ୍ୟୁସନ କଲେ ମନ୍ତ୍ରୀ |Illegal Dadan Racket | Door-to-Door Investigation | OR

Advertisment

ଠିଆ ଠିଆ ଅଧିକାରୀଙ୍କୁ ଟ୍ୟୁସନ କଲେ ମନ୍ତ୍ରୀ |Illegal Dadan Racket | Door-to-Door Investigation | Odisha Reporter
ବିନଦାସ....ବେଆଇନ ଦାଦନ ଚାଲାଣ କରୁଛନ୍ତି ଦାଦନ ସର୍ଦ୍ଦାର । କାଁ ଭାଁ ..କେବେ କେମିତି, କିଛି ଶ୍ରମିକଙ୍କୁ ଉଦ୍ଧାର କରୁଛି ପୋଲିସ ଓ ପ୍ରଶାସନ । କିନ୍ତୁ ଦାଦନ ଚାଲାଣରେ ଲଗାମ ନାହିଁ । ତେଣୁ ଦାଦନଗଡରେ ପହଞ୍ଚିଥିଲେ ଖୋଦ ଟାକ୍ସଫୋର୍ସ ସଦସ୍ୟ ପଂଚାୟତୀରାଜ ମନ୍ତ୍ରୀ । ଘର ଘର ବୁଲି ମନ୍ତ୍ରୀ ଜାଣିଥିଲେ, କାହିଁକି ଲୋକେ ଦାଦନ ଯାଉଛନ୍ତି । କେମିତି ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ, ଅପହଂଚ ସରକାରୀ ଯୋଜନା । ବାସ୍, ଗ୍ରାଉଣ୍ଡ ଜିରୋରେ ଅଧିକାରୀଙ୍କୁ ଟ୍ୟୁସନ କରିଥିଲେ ମନ୍ତ୍ରୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#rabinayak#panchayatirajminister#tuition#GovtOfficials#bolangir

Advertisment
Odisha breaking news dadan workers rescue minister inspection odisha Odisha Viral News dadan mafia news migrant labour Odisha Odisha Administration ground zero report Panchayati raj minister action illegal dadan challan Odisha Latest News dadangad news dadan issue odisha dadana news Odisha National News oriya news today odisha reporter youtube national news in odia Odisha Reporter odia breaking news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe