#ମନ୍ତ୍ରୀଙ୍କ_ବଡ଼_ଅପଡେଟ_ଆସିଲା_ଗଣତି_ମଣତି_ତାରିଖ !
ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାରିଖ ସ୍ଥିର ହେବ । କେଉଁ ଦିନ ଗଣତିମଣତି କରାଯିବ ବୈଠକରେ ସ୍ଥିର ହେବ । ସ୍ବଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି ।
#RatnaBhandarCounting#Puri#Shreemandir#LawMinister#PrithvirajHarichandan#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us