Advertisment

ଛୁଟିରେ କର୍ମଚାରୀ, ଚେୟାର ଫାଙ୍କା ଦେଖି ରାଗିଗଲେ ବିଧାୟକ || MLA’s Surprise Visit Shocks CMC Office ||OR

author-image
Odisha Reporter

ସିଏମସି କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଲେ ବିଧାୟକ । କର୍ମଚାରୀ ନଥିବା ଦେଖି ରାଗିଗଲେ କଟକ ସଦର ଵିଧାୟକ ପ୍ରକାଶ ସେଠୀ । ହଠାତ୍ ସିଏମସି ବିକାଶ ଭବନରେ ପହଞ୍ଚି ଵିଭିନ୍ନ ବିଭାଗ ବୁଲି ଦେଖିଥିଲେ ହେଲେ ଅନେକ କର୍ମଚାରୀ ଡ୍ୟୁଟିରେ ନଥିଲେ ଏବଂ ତାଙ୍କ ଚେୟାର ଫାଙ୍କା ପଡିଥିଲା। ଏହାପରେ ପଚାରି ବୁଝିଥିଲେ ଅନ୍ୟ କର୍ମଚାରୀଙ୍କୁ କାହିଁକି କର୍ମଚାରୀ ନାହାଁନ୍ତି। ତେବେ ଏକାଧିକ କର୍ମଚାରୀ ଡାକ୍ତରଖାନା ବାହାନା ଦେଖେଇଥିବାରୁ ରାଗିଯାଇଥିଲେ ଵିଧାୟକ।
#odishareporter#cmc#cuttacksadarmla
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Latest Cuttack News Breaking News Odisha Staff Absent Office CMC Development Bhawan Government Office Inspection Odisha politics news Cuttack Sadar MLA Prakash Sethi MLA CMC Office Inspection Cuttack news Odisha National News oriya news today oriya samachar odia news live news in odia today news odisha reporter youtube latest oriya news Odisha Reporter odia news latest odia news Odisha News