#ପଥରୁଆ_ରାସ୍ତାରେ_ଚାଲିଲେ_ବିଧାୟକ
କଳିଙ୍ଗାଘାଟିରେ ଭୂସ୍ଖଳନକୁ ବିତିଗଲାଣି ଏକମାସ । ଏବେବି ଘାଟିରେ ଯାତାୟାତ ବନ୍ଦ ରହିଛି। ଭୂସ୍ଖଳନ ସ୍ଥାନରେ ଏକ ଅଣଓସାରିଆ ରାସ୍ତା ନିର୍ମାଣ ସରିଛି। କିନ୍ତୁ ଯାତାୟତ ସ୍ବଭାବିକ ହୋଇପାରିନି । ବିକଳ୍ପ ରାସ୍ତା ବାହାର କରି କିଭଳି ଗମନାଗମନ ସ୍ବାଭାବିକ ହୋଇପାରିବ ସେଥିପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଅଣ୍ଟା ଭିଡିଛନ୍ତି। ଜଙ୍ଗଲ ମଧ୍ୟରେ ଯାଇଥିବା ଖାଲଢ଼ିପ ପଥରୁଆ ରାସ୍ତାରେ ଚାଲି ଚାଲି ନୂଆ ରାସ୍ତା କିଭଳି ନିର୍ମାଣ ହୋଇପାରିବ ତାହାର ସମୀକ୍ଷା କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Kalingaghati#Bhanjanagar#pradyumnanayak#Roadproblem
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
