#ମଦର_ବୋର୍ଡ_ପାଇଁ_ପଶ୍ଚିମବଙ୍ଗ_ଚୋର_ନେଇଥିଲେ
#1066_ମୋବାଇଲ
ଝାମ୍ପି ନେଉଛନ୍ତି ମୋବାଇଲ, ଗହଣା , କରିଦେଉଛନ୍ତି କାଙ୍ଗାଳ । ପଶ୍ଚିମବଙ୍ଗର 20 ଜଣ ଚୋର ଗ୍ୟାଙ୍ଗକୁ ଧରିଛି ଭଞ୍ଜନଗର ପୋଲିସ୍ । ଜବତ ହୋଇଛି ଶହ ଶହ ମଦର ବୋର୍ଡ, ବ୍ୟାଟେରି କି ପ୍ୟାଡ୍ ମୋବାଇଲ୍ । ଓଡ଼ିଶାରୁ ମୋବାଇଲ ଚୋରି କରି ବିକୁଥିଲେ କୋଲକାତାରେ । ଆତଙ୍କବାଦୀ କି ବଡ଼ ଅପରାଧ କାର୍ଯ୍ୟକଳାପରେ ହୁଅନ୍ତା କି ବ୍ୟବହାର ?
#mobiletheft#TheftGangBusted#anticrime#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
