Advertisment

ବିଳମ୍ବରେ ଆସିଲେ ଅଫିସର, ଜିଲ୍ଲାପାଳ କହିଲେ ଘରକୁ ପଳାଅ || Rayagada Collector || No Entry for Late Officers!

author-image
Odisha Reporter

#ବିଳମ୍ବରେ_ଆସିଲେ_ଅଫିସର
#ଜିଲ୍ଲାପାଳ_କହିଲେ_ଘରକୁ_ପଳାଅ
ଏମାନେ ହେଲେ ସେହି ଅଧିକାରୀ, ଯାହାଙ୍କୁ ସମ୍ମିଳନୀ କକ୍ଷକୁ ପଶାଇ ଦେଇନାହାଁନ୍ତି ଜିଲ୍ଲାପାଳ। ସକାଳ 10ଟାରେ ଥିଲା ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି। ତାପୂର୍ବରୁ ପହଁଚିଯାଇଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ହେଲେ ଆସିନଥିଲେ ଜିଲ୍ଲା ସ୍ତରୀୟ ଅନେକ ଅଧିକାରୀ। ଠିକ୍ ସମୟରେ ଅଭିଯୋଗ ଶୁଣାଣି ଆରମ୍ଭ କରିଦେଲେ କଲେକ୍ଟର। ଆଉ ଲେଜି ଅଫିସରଙ୍କୁ ପାନେ ଦେବାକୁ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ ନିର୍ଦ୍ଦେଶ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#collector#Fire#GovtOfficers#rayagada#grievances

Advertisment
latest Odisha news Government Accountability Administrative Action India Odisha breaking news Collector Strict Action Public Grievance Hearing Odisha Officer Late Entry Denied District Administration News Odisha Collector news Government Officers Discipline Lazy Officers Action District Grievance Hearing Collector Ashutosh Kulkarni Odisha National News oriya samachar odisha reporter youtube Odisha Reporter odia breaking news