#ବୃଦ୍ଧାଙ୍କ_ଦୁଃଖ_ଶୁଣିଲେ_ମନ୍ତ୍ରୀ
ଆଜି କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତରେ ଯୋଗାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗରିବ ଲୋକଙ୍କୁ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଚାଲିଥିଲା ହଠାତ କାର୍ଯ୍ୟକ୍ରମ ଭିତରେ ପ୍ରବେଶ କରିଥିଲେ ଜଣେ ଅବହେଳିତ ୭୨ ବର୍ଷିୟ ବୃଦ୍ଧା । ମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ଲମ୍ଵ ହୋଇ ପଡିଯାଇଥିଲେ ଏବଂ ତାଙ୍କର ଗୁହାରୀ ଶୁଣାଇଥିଲେ ।ଗୁହାରୀ ଶୁଣିବା ମାତ୍ରେ ମନ୍ତ୍ରୀ ସେ ବୃଦ୍ଧାଙ୍କୁ ସରକାରଙ୍କ ଅନ୍ତୋଦୟ ଯୋଜନାରେ ୩୫କେଜିର ଚାଉଳ ଯୋଗାଇଦେବା ସହ ଅନ୍ୟାନ୍ୟ ସରକାରୀ ଯୋଜନା ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Puri#Krushnaprasad#KrushnaChandraPatra#supplyminister#rationcard
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
