#ଏ_ଚାଉଳ_ଚୋରାଚାଲାଣ_ହେଉନଥିଲା_ତ?
ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଭୁତିଆରବାହାଲ ଠାରେ ଓଲଟିଯାଇଥିଲା ଚାଉଳ ବୋଝେଇ ଟ୍ରକ । ଟ୍ରକ ଓଲଟିଯିବା ପରେ ସ୍ଥାନୀୟ ଲୋକେ କିଛି ମିନିଟିରେ ବସ୍ତା ବସ୍ତା ଚାଉଳ ବୋହିନେଇଥିଲେ । ପରେ ଟ୍ରକ ମାଲିକ ଆସିବା ପରେ ଦେଓଗାଁ ପୋଲିସ ଗାଁକୁ ଗାଁ ଯାଇ କଛି ବସ୍ତା ଚାଉଳ ଉଦ୍ଧାର କରିଥିଲା । କିନ୍ତୁ ଏସବୁ ଭିତରେ ଏବେ ଗୋଟିଏ ଚର୍ଚ୍ଚା, ଯେ ଚାଉଳ ଭର୍ତି ଟ୍ରକ କେଉଁଠିକୁ ଯାଉଥିଲା ।
A truck carrying bags of rice overturned yesterday near Deogaon Thana, Bhutiarbahal, Bolangir.
- Locals quickly collected the rice from the overturned truck.
- Police arrived later and recovered some of the bags.
- Amid the incident, questions are arising: Where was the truck heading with all this rice?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#riceloadedtruck#Overturned#Deogaon#Bolangir
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us