#ସିବିଆଇ_ତଦନ୍ତ_କରାଯାଉ
ପୋଲିସ SI ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଓ ବିଭ୍ରାଟକୁ ନେଇ ଗର୍ଜିଲା ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ । ଏହାର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, 120 ଜଣ ପିଲା ଆନ୍ଧ୍ରରେ ପ୍ରଶ୍ନପତ୍ର ପାଇ ପ୍ରସ୍ତୁତି କରୁଥିଲେ । ଏ ଘଟଣା ନୂଆ ନୁହେଁ ବାଲେଶ୍ୱର ସିଭିଲ ଜେଇଇ ମଧ୍ୟ ସମାନ ଘଟଣା ହୋଇଥିଲା । ପୋଲିସ SI ପରୀକ୍ଷା ପୂର୍ବରୁ ବାତିଲ କରିଥିଲେ । OPRB ଭଡାଟିଆରେ ITI ଟେକନୋଲୋଜିକୁ ପରୀକ୍ଷା କରିବାକୁ ଦେଇଥିଲା। ITI ଟେକନୋଲୋଜିକୁ ସରକାର ବ୍ଲାକ ଲିଷ୍ଟ କରନ୍ତୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter#OdishaReporter#OPRB#siexam#studentagainstcorruption#QuestionPaperLeak
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
