Advertisment

RIଙ୍କୁ ପାଠ ପଢ଼ାଇଲେ ରାଜସ୍ୱମନ୍ତ୍ରୀ | Odisha Reporter

author-image
Odisha Reporter

#RIଙ୍କୁ_ପାଠ_ପଢ଼ାଇଲେ_ରାଜସ୍ୱମନ୍ତ୍ରୀ
ରାଜସ୍ବ ନୀରିକ୍ଷକଙ୍କୁ ପାଠ ପଢ଼ାଇଲେ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ନିରୀକ୍ଷକଙ୍କୁ ପଢେଇବା ବେଳେ ଜମି ଜବର ଦଖଲ ନେଇ ଉଦବେଗ ପ୍ରକାଶ କଲେ । କଥା ଛଳରେ ମନ୍ତ୍ରୀ କହିଲେ ଯମ ଅଜାଣତରେ ମଣିଷ ମୃତ୍ୟୁ ହୁଏନି । ସେହିପରି ବେଆଇନ ଜମି ଜବର ଦଖଲ ଆରଆଇଙ୍କ ଅଜାଣତରେ ହୁଏନି । ଜବର ଦଖଲ ରୋକିବା ଗୁରୁଦାୟିତ୍ବ ତହସିଲଦାରଙ୍କ ଅପେକ୍ଷା ରାଜସ୍ବ ନୀରିକ୍ଷକଙ୍କର ଅଧିକ । ଆପଣଙ୍କ କଲମ ହିଁ ଆପଣଙ୍କ ପରିଚୟ । ଆପଣଙ୍କ ଦରମା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଯେପରି ଆସୁଛି ସେହିପରି ଆପଣଙ୍କ କର୍ମର ଫଳାଫଳ ଭାଗବାନଙ୍କ ଆକାଉଣ୍ଟରେ ଆସିବ ବୋଲି କହିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#ri#RevenueMinister#koraput#class#SureshPujari

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar