Advertisment

ନିୟମ ଲାଗୁ ହୋଇନି … ଏବେଠୁ ହନ୍ତସନ୍ତ ଚାଳକ | No Pollution Certificate, No Petrol! | Odisha Reporter

author-image
Odisha Reporter

ନିୟମ ଲାଗୁ ହୋଇନି … ଏବେଠୁ ହନ୍ତସନ୍ତ ଚାଳକ | No Pollution Certificate, No Petrol! | Odisha Reporter
ପଲ୍ୟୁସନ ସାର୍ଟିଫିକେଟ ନାହିଁ ତ ପେଟ୍ରୋଲ ନାହିଁ । ରାଜ୍ୟ ପରିବହନ ବିଭାଗର ଏହି ନିର୍ଦ୍ଦେଶ ସଭିଙ୍କ ହୋସ ଉଡ଼ାଇ ଦେଇଛି ।ସବୁଠି ଲାଗିଛି ଲମ୍ବା ଲାଇନ, ଆଉ ସମସ୍ତେ ବ୍ୟତିବ୍ୟସ୍ତ । କାରଣ ପଲ୍ୟୁସନ ସାର୍ଟିଫିକେଟ ବିନା ଆଉ ମିଳିବ ନାହିଁ ପେଟ୍ରୋଲ ।ସେଇ ସାର୍ଟିଫିକେଟ ଖଣ୍ଡେ ପାଇଁ ଏ ଲାଇନ ।ଅନେକ ଲୋକ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ରାତିଅଧିଆ ନିଷ୍ପତିକୁ ଲୋକେ ବିରୋଧ କରୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pollutioncertificate#petrol#nopollutioncertificatenopetrol#odishatransportdepartment#traffic

Advertisment
Environmental rule India OTV FeeDin Odisha breaking news public reaction Odisha Petrol pump rule Vehicle pollution check Traffic rule Odisha PUCC long queue Odisha Transport Department Petrol without PUCC PUCC Odisha Pollution certificate rule No PUCC No petrol Odisha National News oriya news today odia news live news in odia odisha reporter youtube latest oriya news national news in odia Odisha Reporter odia news Odisha News