Advertisment

ନିୟମ ଲାଗୁ ହୋଇନି … ଏବେଠୁ ହନ୍ତସନ୍ତ ଚାଳକ | No Pollution Certificate, No Petrol! | Odisha Reporter

Advertisment

ନିୟମ ଲାଗୁ ହୋଇନି … ଏବେଠୁ ହନ୍ତସନ୍ତ ଚାଳକ | No Pollution Certificate, No Petrol! | Odisha Reporter
ପଲ୍ୟୁସନ ସାର୍ଟିଫିକେଟ ନାହିଁ ତ ପେଟ୍ରୋଲ ନାହିଁ । ରାଜ୍ୟ ପରିବହନ ବିଭାଗର ଏହି ନିର୍ଦ୍ଦେଶ ସଭିଙ୍କ ହୋସ ଉଡ଼ାଇ ଦେଇଛି ।ସବୁଠି ଲାଗିଛି ଲମ୍ବା ଲାଇନ, ଆଉ ସମସ୍ତେ ବ୍ୟତିବ୍ୟସ୍ତ । କାରଣ ପଲ୍ୟୁସନ ସାର୍ଟିଫିକେଟ ବିନା ଆଉ ମିଳିବ ନାହିଁ ପେଟ୍ରୋଲ ।ସେଇ ସାର୍ଟିଫିକେଟ ଖଣ୍ଡେ ପାଇଁ ଏ ଲାଇନ ।ଅନେକ ଲୋକ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ରାତିଅଧିଆ ନିଷ୍ପତିକୁ ଲୋକେ ବିରୋଧ କରୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pollutioncertificate#petrol#nopollutioncertificatenopetrol#odishatransportdepartment#traffic

Advertisment
Odisha Odisha Reporter Odisha News National News national news in odia latest oriya news odisha reporter youtube news in odia odia news live oriya news today Odisha breaking news odia news OTV FeeDin Odisha Transport Department public reaction Odisha No PUCC No petrol Pollution certificate rule PUCC Odisha Petrol without PUCC PUCC long queue Traffic rule Odisha Vehicle pollution check Petrol pump rule Environmental rule India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe