Advertisment

ଜ୍ୱାଇଁଙ୍କ ଶେଷ କଥା ‘ଶ୍ୱଶୂର ଘର ଲୋକେ ଥଣ୍ଡାରେ ବିଷ ଦେଲେ’ | Nayagarh-Ranpur News | Viral Video | OR

author-image
Odisha Reporter

#ମୃତ୍ୟୁ_ପୂର୍ବରୁ_କ୍ୟାମେରା_ଆଗରେ_ସବୁ_କହିଲେ
ଜ୍ୱାଇଁଙ୍କୁ ଶଶୂର ଘରଲୋକେ ମାରିବା ପାଇଁ ରଚିଥିଲା ଷଡଯନ୍ତ୍ର । କିପରି ମାଡ଼ ମାରିବା ସହ ଥଣ୍ଡାରେ ବିଷ ମିଶାଇ ପିଆଇ ଥିଲେ ଶଶୁର ଘର ଲୋକେ, ମରିବା ପୂର୍ବରୁ କ୍ୟାମେରାରେ ଆଗରେ କହିଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଗତକାଲି ଜ୍ୱାଇଁ ବିପିନ ଭୂଇଁଆ ମୃତ୍ୟୁବରଣ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ନୟାଗଡ -ରଣପୁର ରାସ୍ତା ଅବରୋଧ କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ l
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#inlaws#allegations#Viralvideo#Nayagarh#ranapur

Advertisment
Odisha Viral News Road blocked protest Odia news today Shocking Crime Odisha Village protest Nayagarh Odisha breaking news Family dispute murder Poisoned groom Crime News Odisha Local shocking news Murder plot Odisha Odisha crime news Groom poisoned by in-laws Bipin Bhuiya murder Nayagarh-Ranpur news Odisha National News oriya news today odia news live ajira odia news odisha reporter youtube national news in odia Odisha Reporter