Advertisment

ଜ୍ୱାଇଁଙ୍କ ଶେଷ କଥା ‘ଶ୍ୱଶୂର ଘର ଲୋକେ ଥଣ୍ଡାରେ ବିଷ ଦେଲେ’ | Nayagarh-Ranpur News | Viral Video | OR

Advertisment

#ମୃତ୍ୟୁ_ପୂର୍ବରୁ_କ୍ୟାମେରା_ଆଗରେ_ସବୁ_କହିଲେ
ଜ୍ୱାଇଁଙ୍କୁ ଶଶୂର ଘରଲୋକେ ମାରିବା ପାଇଁ ରଚିଥିଲା ଷଡଯନ୍ତ୍ର । କିପରି ମାଡ଼ ମାରିବା ସହ ଥଣ୍ଡାରେ ବିଷ ମିଶାଇ ପିଆଇ ଥିଲେ ଶଶୁର ଘର ଲୋକେ, ମରିବା ପୂର୍ବରୁ କ୍ୟାମେରାରେ ଆଗରେ କହିଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଗତକାଲି ଜ୍ୱାଇଁ ବିପିନ ଭୂଇଁଆ ମୃତ୍ୟୁବରଣ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ନୟାଗଡ -ରଣପୁର ରାସ୍ତା ଅବରୋଧ କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ l
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#inlaws#allegations#Viralvideo#Nayagarh#ranapur

Advertisment
Odisha Odisha Reporter National News national news in odia odisha reporter youtube ajira odia news odia news live oriya news today Odisha breaking news Odisha Viral News Odisha crime news Crime News Odisha Shocking Crime Odisha Odia news today Nayagarh-Ranpur news Bipin Bhuiya murder Groom poisoned by in-laws Murder plot Odisha Local shocking news Poisoned groom Family dispute murder Village protest Nayagarh Road blocked protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe