#କାର୍ତ୍ତିକ_ସୁରେନ୍ଦ୍ର_ଓ_ଶାନ୍ତରଂଜନଙ୍କ_ସଫଳ_କାହାଣୀ
ଶରୀରରେ ସିନା ଖୁଣ ଅଛି, କିନ୍ତୁ ଈଶ୍ୱର ଏମାନଙ୍କୁ କରିଛନ୍ତି ଅପାର ଗୁଣର ଅଧିକାରୀ। ଏମାନେ କେବେ ନିଜକୁ ଦିବ୍ୟାଙ୍ଗ ଭାବନ୍ତି ନାହିଁ। ବରଂ ନିଜ ଶକ୍ତି ବଳରେ ହୋଇଛନ୍ତି ଆତ୍ମନିର୍ଭରଶୀଳ। ନିଜେ ତିଆରି କରିଛନ୍ତି ନିଜର ଦୁନିଆ। ଏ ସମାଜ ସିନା ଏମାନଙ୍କୁ ଦିବ୍ୟାଙ୍ଗ କହୁଛି, ହେଲେ ବାସ୍ତବରେ ଏମାନେ ହିଁ ଜଣେ ଜଣେ ସକ୍ଷମ ମଣିଷ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#divyangday#divyangman#handicap#odisha#SpecialReport#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
