#ଘାଟିରେ_ଓଲଟିଲା_ଟ୍ରଲର
ଖଲ୍ଲିକୋଟ ବଡ଼ଘାଟିରେ ଓଲଟିଲା ଟ୍ରଲର୍।ବିଶାଖାପାଟଣାରୁ କୋଲକାତା ଯାଉଥିଲା ଟ୍ରଲର୍। ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ସୂଚନା। NH ୧୬ ଖଲ୍ଲିକୋଟ ଘାଟିରୁ ୩୦ ଫୁଟ୍ ତଳକୁ ଖସି ଯାଇଛି। ଟ୍ରଲର୍ ଡ୍ରାଇଭର ଗୁରୁତର ଆହାତ।#OdishaAccident#KhallikoteGhati#NH16Crash#TrailerAccident#RoadSafety#GhatRoadMishap#DriverInjured#OdishaNews#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
