Advertisment

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ |Doctor Misconduct Caught on Camera

author-image
Odisha Reporter

#ରୋଗୀଙ୍କୁ_ଡାକ୍ତରଙ୍କ_ଦୁର୍ବ୍ୟବହାର_ବେଳର_ଭିଡ଼ିଓ_ଭାଇରାଲ
ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ l ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ରବୀନ ରତନ ରୋଗୀଙ୍କୁ ଚିତ୍କାର କରି ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l କର୍ତ୍ତବ୍ୟରେ ଅବହେଳା ସହ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ଚର୍ଚ୍ଚା ହେଉଛି l ଗତ କିଛି ମାସ ହେବ ମେଡିକାଲର ଷ୍ଟାଫ ମାନଙ୍କୁ ଏପରି ଦୁର୍ବ୍ୟବହାର କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା l
#odishareporter#doctormisbehave#Nayagarh#viralvideo
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
viral hospital video India health department news Odisha government hospital Odisha doctor shouting patient medical negligence Odisha Odisha Viral News Nayagarh DHH controversy doctor abuse viral video Odisha Hospital News doctor misbehaves with patient Nayagarh hospital viral video Odisha National News odia news live news in odia odisha reporter youtube national news in odia Odisha Reporter odia breaking news latest odia news Odisha News