#ଆସିଗଲା_ଖୁସି_ଖବର #କାର୍_କିଣିଦେବେ_ମୋହନ_ସରକାର
ମହିଳାମାନଙ୍କ ପାଇଁ ଏ ଖୁସି ଖବରକୁ ଆପଣ ଦିୱାଲି ଭେଟି ବୋଲି ଭାବି ପାରିବେ। ଡ୍ରାଇଭିଂ ଶିଖିଥିଲେ ଖବରଟା ଖାସ୍ କରି ଆପଣଙ୍କ ପାଇଁ। କାରଣ ଆପଣ ଆଉ ୪ ଚକିଆ କିଣିବାକୁ ଡରନ୍ତୁ ନାହିଁ। ଖୁସି ହୁଅନ୍ତୁ ଯେ, ରାଜ୍ୟ ସରକାର ଆପଣଙ୍କ ପାଇଁ କାର୍ କିଣୁଛନ୍ତି। ହଁ ଦର୍ଶକବନ୍ଧୁ ଆପଣ ଠିକ୍ ଶୁଣିଲେ। ଆସୁଛି ଗୋଟିଏ ନୂଆ ଯୋଜନା। ଯାହା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#MohanMajhi#OdishaGovt#carloan#WomenEmpowerments
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
