#8ଘଣ୍ଟା_ଧରି_ସ୍ବାମୀର_ଶବକୁ_ଜଗିଛି_ସ୍ତ୍ରୀ
୮ ଘଣ୍ଟା ହେଲା ଥାନାରେ ପଡ଼ିରହିଛି ଶବ। ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଓ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ। ସୂଚନା ଅନୁସାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦ ବାଗଙ୍କର ମୃତ୍ୟୁ ହୋଇଥିଲା। ପାରିବାରିକ କଳହ ଯୋଗୁ ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ସ୍ତ୍ରୀ ଓ ପୁଅ ଗାଁକୁ ମୃତଦେହ ଆଣିଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ପରିବାର ଲୋକେ କୌଣସି ସହଯୋଗ କରିନଥିଲେ। ଫଳରେ ନ୍ୟାୟ ଦାବିରେ ମୃତଦେହକୁ ଧରି ଥାନା ପରିସରରେ ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaCrime#Subarnapur#FamilyDispute#Binika#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
