ଅଡୁଆ ସୂତା ଆହୁରୀ ଅଡୁଆ ହୋଇ ଯାଉଛି। ରାହୁଲ ମୃତ୍ୟୁ ଘଟଣାର ସସପେନ୍ସ ଆଉ ଟିକେ ସସପେନ୍ସ ଆଡକୁ ଗତି କରୁଛି। ଗଣ୍ଡଗୋଳ ହୋଇଥିଲା। ରାହୁଲ ଛଡାଇବାକୁ ଗଲା ବେଳେକୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପୁଲିସ କହୁଛି। ହେଲେ ଏପଟେ ସାଙ୍ଗ ଶିବାଙ୍କ ବୟାନ ଭିନ୍ନ କିଛି କହୁଛି । ପ୍ରଥମେ କୁଆଡେ ସେମାନେ ଶିବାଙ୍କ ଉପରେ ଆକ୍ରମଣ କରିଥିଲେ। ମାଡ ମାରି ଚେତା ହଜାଇ ଦେଇଥିଲେ। ଆଉ ତା ପରେ ଏଡେ ବଡ କାଣ୍ଡ ଭିଆଇଥିଲେ।
#OdishaReporter#Odisha#RahulMaharana#YouTuberMurder#BreakingNews#OdishaCrime#CrimeStory#RahulCase#OdishaNews#Justice
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#CrimeStory#RahulCase#OdishaNews#Justice
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
