ଦୁନିଆ କହୁଥିଲା ଅନାଥ ଇଞ୍ଜିନିୟର ସ୍ବାମୀ ବଢ଼ାଇଲେ ହାତ || Jivan Jyoti Ashram || Bhubaneswar |Odisha Reporter
ସବୁ ଝିଅଙ୍କ ସ୍ବପ୍ନ ଭଳି ଏ ବାହାଘର ସତ, ହେଲେ ସବୁ ଝିଅ ଭାଗ୍ୟ ଭଳି ନୁହେଁ। କାରଣ ବେଦୀ ଉପରେ ସିନ୍ଦୂର ନାଉଁଥିବା ସନ୍ତୋଷିନୀ ପିଲାଟି ବେଳୁ ଅନାଥ। 12 ବର୍ଷ ବୟସରେ ଚାଲିଗଲେ ବାପାମାଆ। ମାମୁ ମାଇଁ ଦାୟିତ୍ବ ନେଇଥିଲେ, ହେଲେ ପାଠ ପଢାଇବାକୁ କହି ମଞ୍ଚେଶ୍ବରର ରାସ୍ତାକଡ଼ରେ ଛାଡି ଚାଲିଗଲେ। ସେବେଠୁ ଭୁବନେଶ୍ବର ଘାଟିକିଆ ଜୀବନଜ୍ୟୋତୀ ଆଶ୍ରମ ପାଲଟିଯାଇଥିଲା ସନ୍ତୋଷିନୀଙ୍କ ନୂଆ ପରିବାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#orphangirl#helpless#marriage#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us