Advertisment

୨୨ ବର୍ଷର ସବୁଠାରୁ କାଲୁଆ ରାତି ! | Odisha Reporter

author-image
Odisha Reporter

#ଏ_ବର୍ଷ_ଭଳି_କାଲୁଆ_ଜାଡ_ଲୋକେ_ଅନୁଭବ_କରି_ନ_ଥିଲେ
ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଏ ବର୍ଷ ଭଳି କାଲୁଆ ଜାଡ ଲୋକେ ଅନୁଭବ କରି ନ ଥିଲେ ବୋଲି କହୁଛନ୍ତି। ଶୀତ ପାଇଁ ସଞ୍ଜ ନଇଁଲେ ଜନଜୀବନ ଠପ୍ ହୋଇପଡୁଛି। ବଜାର ହାଟ ଶୂନଶାନ୍ ହୋଇଯାଉଛି। ହାଡ ଭଙ୍ଗା ଶୀତ ଆହୁରି ଦିନ କେଇଟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ସବୁଠାରୁ ବଡ କଥା, ଗତ ରାତି ୨୨ ବର୍ଷ ଭିତରେ ରାଜଧାନୀ ଭୁବନେଶ୍ବର ପାଇଁ ସବୁଠାରୁ କାଲୁଆ ରାତି ଭାବେ ରେକର୍ଡ ହୋଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#winter#record#coldwave#Odisha#OdishaReporter

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar