ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଓଭରବ୍ରିଜ ଉପରେ ଗତକାଲି ଟ୍ରକ ଚାପି ଦେଇଥିଲା ୩ଟି ବାଇକକୁ। ସେଥିରେ ୫ଜଣଙ୍କ ଜୀବନ ଚାଲିଯାଇଥିଲ। ଏହି ଘଟଣା ପରେ ହଳଦିଆପଦର ରେଳବାଇ ଓଭରବ୍ରିଜର ନିର୍ମାଣ ପରେ ଦେଖା ଦେଇଥିବା ଢ଼ାଞ୍ଚାଗତ ତ୍ରୁଟି ପୁଣି ଥରେ ସାମ୍ନାକୁ ଆସିଛି। ୨୦୧୩-୧୪ରୁ ଯାତାୟତ ପାଇଁ ଆରମ୍ଭ ହୋଇଥିବା ହଳଦିଆପଦର ଓଭରବ୍ରିଜ ଅଙ୍କାବଙ୍କା ହୋଇ ରହିଥିବା ବେଳେ, ବ୍ରିଜ ଅଣଓସାରିଆ ବିଭିନ୍ନ ସ୍ଥାନରେ ଟର୍ଣ୍ଣିଂ ବା କର୍ଭ ରହିବା, ଉଭୟ ପାଖରେ ଆପ୍ରୋଚ ରୋଡ୍ ନଥିବା, ଫୁଟପାଥ କେଉଁଠି କେତେ ଚଉଡ଼ାରେ ରହିବା ତାହା ନଥିବାରୁ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ଦେଖନ୍ତୁ ଗ୍ରାଉଣ୍ଡର ସ୍ଥିତି..
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#berhampur#gosaninuagaon#accident#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
