#ସମଗ୍ର_ଦେଶକୁ_ବିଶ୍ବସ୍ତରରେ_ଗର୍ବିତ_କରି_ଗାଁକୁ_ଫେରିଛି_ସୁନା_ଝିଅ
ପାରାଦୀପ ଭୂତମୁଣ୍ଡାଇ ଅଞ୍ଚଳର ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ବାଇଁ ଏବଂ ଜ୍ୟୋତିର୍ମୟୀ ସ୍ଵାଇଁଙ୍କ ସାନ ଝିଅ ଲୋମା ସ୍ବାଇଁ। ପିଲାଟି ଦିନରୁ ଦିବ୍ୟାଙ୍ଗ। ଝିଅର ଭବିଷ୍ୟତକୁ ନେଇ ବେଶ ଚିନ୍ତିତ ଥିଲେ ବାପା-ମା’। ଏତିକିରେ ସରି ନ ଥିଲା ସେମାଙ୍କ ଦୁଖ। ଗାଁ ଲୋକଙ୍କ ଟାହି ଟାପରା ଭିତରେ ପିଲାକୁ ବଡ଼ କରିଥିଲେ ବାପା-ମା’। ଆଉ ଆଜି ଟୋକିଓ ଡିଫ୍ ଅଲମ୍ପିକ୍ସରେ କରାଟେ ପ୍ରତିଯୋଗିତାରେ ଭାରତକୁ ପ୍ରଥମ ଥର ପାଇଁ ସେ ମେଡାଲ ଆଣି ଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##Tokyo2025#TokyOlympics#Paradip#deaf#domb#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
