Advertisment

ଚୋରି କୋଟିଏ: କିଏ ସତ କିଏ ମିଛ ? || Robbery Mystery in Jharsuguda! || Odisha Reporter

author-image
Odisha Reporter

ଝାରସୁଗୁଡାର ବ୍ୟବସାୟୀ ମୁକେଶ କୁମାର ବୁଚୱାନୀଙ୍କ ଘରୁ ଡକାୟତି ଘଟଣାରେ ଟ୍ଵିଷ୍ଟ | ଡକାୟତି ପରେ ଥାନାରେ ଏତଲା ଦେଇଥିଲେ ମୁକେଶ | ଏତଲାରେ ଲେଖାଥିଲା ତାଙ୍କ ଘରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ସୁନା ରୂପା ଅଳଂକାର ଡକାୟତି ହୋଇଛି | ପୋଲିସ ଡକାୟତ ମାନଙ୍କୁ ଗିରଫ କଲା, ଟଙ୍କା ସୁନା ଉଦ୍ଧାର କଲା | କିନ୍ତୁ ପୋଲିସ ଡକାୟତମାନଙ୍କଠୁ ଉଦ୍ଧାର କରିଛି ୩୮ ଲକ୍ଷ ଟଙ୍କା | ଏତଲାରେ ୧୪ ଓ ଉଦ୍ଧାର ହେଲା ୩୮ ଲକ୍ଷ | କେବଳ ଟଙ୍କା ନୁହଁ ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ ରହିଛି | ଏବେ ବଡ ପ୍ରଶ୍ନ, କଣ ପାଇଁ ବ୍ୟବସାୟୀ ମୁକେଶ ଏତଲାରେ ମିଛ ଲେଖିଥିଲେ |
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jharkhandnews#loot#odishapolice

Advertisment
latest Odisha news Odisha crime story police recover gold big twist robbery case Odisha Viral News robbery investigation Odisha breaking news Jharsuguda crime news 38 lakh recovered Odisha police recovery fake FIR Odisha Odisha robbery twist Jharsuguda businessman robbery Mukesh Buchwani Jharsuguda robbery Odisha Reporter Odisha National News oriya news today odia news live news in odia today news odisha reporter youtube odia breaking news