Advertisment

ଚୋରି କୋଟିଏ: କିଏ ସତ କିଏ ମିଛ ? || Robbery Mystery in Jharsuguda! || Odisha Reporter

Advertisment

ଝାରସୁଗୁଡାର ବ୍ୟବସାୟୀ ମୁକେଶ କୁମାର ବୁଚୱାନୀଙ୍କ ଘରୁ ଡକାୟତି ଘଟଣାରେ ଟ୍ଵିଷ୍ଟ | ଡକାୟତି ପରେ ଥାନାରେ ଏତଲା ଦେଇଥିଲେ ମୁକେଶ | ଏତଲାରେ ଲେଖାଥିଲା ତାଙ୍କ ଘରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ସୁନା ରୂପା ଅଳଂକାର ଡକାୟତି ହୋଇଛି | ପୋଲିସ ଡକାୟତ ମାନଙ୍କୁ ଗିରଫ କଲା, ଟଙ୍କା ସୁନା ଉଦ୍ଧାର କଲା | କିନ୍ତୁ ପୋଲିସ ଡକାୟତମାନଙ୍କଠୁ ଉଦ୍ଧାର କରିଛି ୩୮ ଲକ୍ଷ ଟଙ୍କା | ଏତଲାରେ ୧୪ ଓ ଉଦ୍ଧାର ହେଲା ୩୮ ଲକ୍ଷ | କେବଳ ଟଙ୍କା ନୁହଁ ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ ରହିଛି | ଏବେ ବଡ ପ୍ରଶ୍ନ, କଣ ପାଇଁ ବ୍ୟବସାୟୀ ମୁକେଶ ଏତଲାରେ ମିଛ ଲେଖିଥିଲେ |
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jharkhandnews#loot#odishapolice

Advertisment
Odisha Odisha Reporter National News odia breaking news odisha reporter youtube today news news in odia odia news live oriya news today Odisha breaking news Odisha Viral News latest Odisha news Odisha crime story Jharsuguda robbery Mukesh Buchwani Jharsuguda businessman robbery Odisha robbery twist fake FIR Odisha Odisha police recovery 38 lakh recovered Jharsuguda crime news robbery investigation big twist robbery case police recover gold
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe