Advertisment

ନିଜ ସ୍ତ୍ରୀ ଭାବି I LOVE YOU କହିଦେଲେ ଯୁବକ || Unexpected Scene Near Srimandir Puri || Odisha Reporter

author-image
Odisha Reporter

#ସ୍ତ୍ରୀ_ଭାବି_ଆଇ_ଲଭ_ୟୁ_କହିଦେଲି
ନିଜ ସ୍ତ୍ରୀ ଭାବି ମହିଳା ମାନଙ୍କୁ ଫୁଲ ଦେଇ ଏବଂ ପ୍ରପୋଜ କରି ହଟହଟା ହେଲେ ଜଣେ ଯୁବକ, ଶ୍ରୀମନ୍ଦିର ଦକ୍ଷିଣଦୁଆର ନିକଟରେ ଜଣେ ଯୁବକ ନିଜ ସ୍ତ୍ରୀ ବୋଲି ଭାବି ଅନ୍ୟ ମହିଳା ମାନଙ୍କୁ ଗୋଲାପ ଫୁଲ ଦେବାରୁ ସୁରକ୍ଷାକର୍ମୀ ଏବଂ କିଛି ଯୁବ ସେବାୟତ ମାନଙ୍କ ହାତରେ ଧରା ପଡିଛନ୍ତି। ପଚାରିଲେ କହୁଛନ୍ତି ମୋ ସ୍ତ୍ରୀ ଭାବି ମୁଁ ଟାଣିହେଇ ମହିଳାଙ୍କୁ ପ୍ରପୋଜ କଲି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#OdishaReporter#puri#MentallyUnstable#Srimandir

Advertisment
Odisha Latest News Jagannath temple update Ground Report Odisha Odisha trending news social incident Odisha Odisha News Update temple safety news strange incident Odisha Puri city news Odisha local news today Odisha Viral News public disturbance incident Srimandir south gate news temple security Odisha Odisha reporter news youth detained near temple proposing incident Odisha Puri breaking news Puri Srimandir incident Odisha Reporter