Advertisment

ଆଖି ଓଦା କରିଦେବ ରାହୁଲଙ୍କ ଭଉଣୀଙ୍କ ଏ ମେସେଜ... || Justice for Rahul Maharana || Odisha Reporter

Advertisment

ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟାକାଣ୍ଡ ଘଟଣା । ଆଜି ଦୀପଦାନ କରି ନ୍ୟାୟ ମାଗିଲେ ରାହୁଲଙ୍କ ବନ୍ଧୁ ଓ ସମ୍ପର୍କୀୟ । ଏହାରି ଭିତରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କ ଆଖି ଓଦା କରିଦେବ । ରାହୁଲଙ୍କ ଭଉଣୀଙ୍କ ଆଖିରୁ ବୋହି ଯାଉଛି ଲୁହ । ଆଉ କାନ୍ଦିକାନ୍ଦି ଲେଖୁଛନ୍ତି, "ଭାଇ ତୁ କୋଉଠି ଅଛୁ ପ୍ଲିଜ୍ ଫେରିଆସେ ।"
#odishareporter#rahulmurder#youtuber
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha trending news Rahul Maharana family reaction Rahul Maharana vigil Odisha YouTuber news Rahul Maharana protest Odisha crime news Odisha breaking news Bhubaneswar News Rahul Maharana latest news Rahul Maharana news Rahul Maharana sister emotional Rahul Maharana Bhubaneswar YouTuber Rahul Maharana justice for Rahul Maharana Rahul Maharana candlelight vigil Rahul Maharana candle march Rahul Maharana murder case Rahul Maharana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe