Advertisment

ଏମସକୁ ୩ କୋଟି ଦାନ କରିବେ ଏ ମହିଳା | 102-Year-Old Odia Doctor Donates ₹3.4 Crore to AIIMS | OR

Advertisment

ଜୀବନଯାକର ସଂଚିତ ଧନ ଦାନ କରିବେ ଶତାୟୂ ଡାକ୍ତର। ପୁଣି ନିଜ ଶହେ ତମ ଜନ୍ମଦିନରେ। ଲକ୍ଷେ କି ଦୁଇ ଲକ୍ଷେ ନୁହେଁ, ୩ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ବର ଏମସକୁ ଦାନ କରିବେ। ଏମିତି ବଦାନ୍ୟ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀ ବାଇ। ଲକ୍ଷ୍ମୀ ବାଇ ୧୯୨୬ ଡିସେମ୍ବର ୫ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପୁରା ଜୀବନ ଯାକ ସେ ରୋଗୀ ସେବାରେ ଉତ୍ସର୍ଗିତ କରିଥିଲେ। କଟକ ଏସସିବିର ପ୍ରଥମ ବ୍ୟାଚ୍ ଛାତ୍ରୀ ଥିଲେ। ତେବେ ଏମସକୁ ୩ କୋଟି ୪୦ ଲକ୍ଷ ଦେବା ପାଇଁ ସମସ୍ତ କାଗଜପତ୍ର କାମ ଶେଷ ହୋଇଛି। ଆସନ୍ତା ୫ତାରିଖ ତାଙ୍କ ଜନ୍ମଦିନରେ ସେ ଆନୁଷ୍ଠାନିକ ଭାବେ ଏହା ପ୍ରଦାନ କରିବେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#aiims#odishanews#berhampur

Advertisment
Odisha Odisha Reporter Odisha News National News odia breaking news odisha reporter youtube today news odia news live oriya news today Odisha breaking news Odisha Social News Brahmapur News AIIMS Bhubaneswar Odia viral news Dr Lakshmi Bai Odisha doctor donation inspirational story India 102 year old doctor donation to AIIMS Odisha humanitarian story Lakshmi Bai donation SCB Cuttack alumni viral story India Indian generosity story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe