#ଆଜି_ଶପଥନେଲୁ_ବିଦେଶୀ_ବର୍ଜନ_କରିବୁ
ଓଡ଼ିଶା ଗାଇଲା ବନ୍ଦେ ମାତରଂ। ବନ୍ଦେ ମାତରଂ ସଙ୍ଗୀତର ୧୫୦ତମ ଶତବାର୍ଷିକୀ ଅବସରରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହୋଇଛି ବନ୍ଦେ ମାତରଂ ସଙ୍ଗୀତ। ଆଜି ଦିନ ୧୧ଟା ବେଳେ ଏକାଠି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗାୟନ ହୋଇଛି ବନ୍ଦେ ମାତରଂ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ରହିଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#CulturalEvent_Odisha#VandeMataram150_Odisha#EducationNews_Odisha#OdiaCulture_Odisha#MassSinging#PatrioticSong#CulturalCelebration#StudentParticipation#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
