#ଆତ୍ମରକ୍ଷା_ପାଇଁ_ପ୍ରଦୀପଙ୍କ_କଲର_ଧରିଥିଲେ_ଶ୍ରୀମୟୀ
#ବିଜେଡି_ନେତାଙ୍କ_ପୁରୁଷତ୍ବକୁ_ଧିକ_କଲେ_ଶ୍ରୀମୟୀ
ଶ୍ରୀମୟୀଙ୍କ ସାହସକୁ ମାନିବାକୁ ପଡିବ। ଶଙ୍ଖ ଭବନରେ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରୀଦପ ସାହୁଙ୍କ କଲର ଧରିଦେଲେ। ଖୋଲା କଥାରେ ଶଙ୍ଖ ଭବନର ଘଟଣାକୁ ଖୋଲିକି କହିଲେ ଶ୍ରୀମୟୀ। ଶ୍ରୀମୟୀ କହିଛନ୍ତି ଆତ୍ମରକ୍ଷା ଏକ କ୍ରାଇମ ନୁହେଁ। ଖୋଲାକଥାରେ ଚ୍ୟାଲେଞ୍ଜ କରି ଶ୍ରୀମୟୀ କହିଛନ୍ତି କେଉଁ ଭିଡିଓ ଅଛି ଆପଣ ବାହାର କରନ୍ତୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Shreemayeemishra#BJD#OdishaPolitics#PradeepSahu
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
