#ଅନଲାଇନ_ଅଫଲାଇନ_ତଫାତ୍_ଉଠାନ୍ତୁ
କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ, କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣଙ୍କୁ ମାଡ଼ ହୋଇଥିଲା । ତେବେ ଅନଲାଇନ ଅଟୋ ଚାଳକଙ୍କ ଦାବି ହେଉଛି ଆମ ପ୍ରତି ଅବହେଳା କରାଯାଉଛି, ଆମେ 200 ମିଟର ଦୂରରୁ କଣ ପାଇଁ ଯାତ୍ରୀ ଉଠେଇବୁ ସେମିତିି ହେଲେ ଅନଲାଇନ- ଅଫଲାଇନ ସିଷ୍ଟମ ଉଠେଇଦିଅନ୍ତୁ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#OnlineAuto#Bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
