ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଗଲ୍ ବ୍ଲାଡର ଷ୍ଟୋନ ଓ ପାଇଲ୍ସର ଚିକିତ୍ସା ପାଇଁ ସେ ଏମକେସିଜିରେ ପହଞ୍ଚିଥିବା କୁହାଯାଉଛି । ସେହିପରି ବିଜେଡ଼ି ନେତା ମଦନ ଦଳେଇ ମଧ୍ୟ ଏମକେସିଜି ମେଡିକାଲ ଅସ୍ଥି ଶଲ୍ୟ ଆଉଟ୍ ଡୋରରେ ଦେଖାଇବା ପରେ xray ପାଇ ଭର୍ତ୍ତି ହୋଇଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ ପଣ୍ଡା ଓ ମଦନ ଦଳେଇ ।
#odishareporter#mkcg#bikrampanda#madandalai
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
