#ବିକ୍ରମ_ପଣ୍ଡାଙ୍କୁ_ଉଠାଇନେଲା_ପୋଲିସ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା...ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇନେଲା ପୋଲିସ ... ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପିଙ୍କ ସହ ପୋଲିସ ଟିମ ଯାଇ ବ୍ରହ୍ମପୁର ସ୍ଥିତ ବାସଭବନରୁ ଉଠାଇଥିବା ସୂଚନା । ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ... ରାତି ତମାମ ସମର୍ଥକଙ୍କ ବୈଦ୍ୟନାଥ ପୁର ଥାନା ଆଗରେ ଗହଳି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BikramPanda#Berhampur#pitabasapanda#MurderCase
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us