#ଗୁରୁଙ୍କ_ଗଣ୍ଡଗୋଳ_ଭିଡିଓ_ଭାଇରାଲ
ଯାତ୍ରା କଳାକାର ତଥା କମେଡିଆନ ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାରେ ପ୍ରାଣ ହରାଇବା ଘଟଣାର ନୂଆ ଟୁଇଷ୍ଟ। ଦୁର୍ଘଟଣା ଦିନ ଗୁରୁ ପୃଷ୍ଟି ଏବଂ ସ୍ବପ୍ନ ମହଲ ରେ କାର୍ଯ୍ୟରତ ଥିବା ଅଭିନେତ୍ରୀ ଜିନାଙ୍କୁ ଘେରି ରହିଛନ୍ତି କିଛି ଯୁବକ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗୁରୁ ପୃଷ୍ଟି ଙ୍କ ଦୁର୍ଘଟଣା ସମୟ ସନ୍ଧ୍ୟା ସାଢ଼େ ୬ରୁ ୭ଟା ହୋଇଥିବା ବେଳେ ସାଢେ଼ ୪ଟା ବେଳେ ଗୁରୁଙ୍କୁ ଏମିତି ଘେରି ରହିଥିଲେ ଯୁବକ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jollywood#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
