#ବର୍ଷେ_ପରେ_ଫେରିଲେ_ବିବାଦୀୟ_IAS_ବିଷ୍ଣୁପଦ
ମୋହନ ସରକାର କ୍ଷମତାକୁ ଆସିବାର ଦେଢ଼ବର୍ଷ ଭିତରେ ଶୀର୍ଷ IASସ୍ତରରେ ଦ୍ୱିତୀୟ ବୃହତ୍ ବଦଳି।ଯେଉଁଥିରେ ସରକାରଙ୍କୁ ଅଡୁଆରେ ପକାଇଥିବା ଘଟଣା ପାଇଁ ସଚିବଙ୍କ ହୋଇଛି ବଦଳି। ସଚିବ ସ୍ତରୀୟ ଅଦଳ ବଦଳରେ ଫେରିଛନ୍ତି 1995 ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ। ଲାଂଚ କାରବାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ବିଷ୍ଣୁପଦଙ୍କୁ ପ୍ରାୟ ବର୍ଷକ ପରେ ମିଳିଛି ନୂଆ ଦାୟିତ୍ୱ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#ias#BishnuPadaSethi#mrunalinidarswal#odisha#BishnupadaSethi, #IASReshuffle, #OdishaNews, #BreakingNews, #IndianBureaucracy, #CBIProbe, #MohanGovernment, #IASOfficer, #OdishaPolitics
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us