Advertisment

ମିଡ୍ ଡେ ମିଲ୍ ରେ ଡାଲି ନାଁରେ ପାଣି || Mid-Day Meal Controversy in Malkangiri School || Odisha Reporter

Advertisment

ମାଲକାନଗିରି ବ୍ଲକର ତଣ୍ଡାପାଲି ପଞ୍ଚାୟତର ଏମଭି-16 ନମ୍ବର ସ୍କୁଲରେ ମଧ୍ୟାହ୍ନ ଭୋଜନ ନିମ୍ନମାନର ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଣିଆ ଡାଲି ସହ ଦରସିଝା ଭାତ ପ୍ରଦାନ କରାଯାଉଛି। ବିଦ୍ୟାଳୟରେ ଏଭଳି ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉ ଥିବା ନେଇ ଏକ ଭିଡିଓ ଭାଇରଲ ହୋଇଛି। ଜିଲ୍ଲା ପରିଷଦ ବୈଠକରେ ଏହି ଅଭିଯୋଗ ପରେ ଜିଲ୍ଲାପାଳ ତୁରନ୍ତ ଏହି ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
#odishareporter#middaymeal#corruption
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha latest news today District Education Officer Investigation Collector Orders Probe Odisha Zilla Parishad Meeting News Poor Quality Food School Odisha Education News Malkangiri breaking news Mid Day Meal Viral Video Odisha Odisha School Food Controversy MV16 School News Malkangiri Mid Day Meal Issue Mid Day Meal Odisha Reporter Odisha National News odia news live odisha reporter youtube odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe