Advertisment

‘ଆମେ ଖରାରେ ଛିଡ଼ା ହୋଇପାରୁନୁ’ | Kendrapara Still Without a Proper Bus Stand | Odisha Reporter

author-image
Odisha Reporter

#କୋଟି_କୋଟି_ଟଙ୍କା_ବ୍ୟୟ_ହେବା_ପରେ_ବି_ନିର୍ମାଣ_କାମ_ଅସମ୍ପୂର୍ଣ୍ଣ
ଅଧାରେ ଅଟକିଛି କେନ୍ଦ୍ରାପଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ। କୋଟି କୋଟି ଟଙ୍କା ବ୍ୟୟ ହେବା ପରେ ବି ନିର୍ମାଣ କାମ ଅସମ୍ପୂର୍ଣ୍ଣ ରହିଛି। ଦୈନିକ ଜିଲ୍ଲାକୁ ଦୁଇ ସହ ବସ ଚଳାଚଳ କରୁଥିବା ବେଳେ ହଜାର ହଜାର ଯାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି। କିନ୍ତୁ ଜିଲ୍ଲାର ପ୍ରମୁଖ ବସଷ୍ଟାଣ୍ଡ ନଥିବା ଯୋଗୁ ଯାତ୍ରୀ ସେବା ପ୍ରଭାବିତ ହେଉଛି। ଏମିତିକି ରାସ୍ତା କଡ଼ରେ ଅଟକି ରହିଛି ଯାତ୍ରୀବାହୀ ବସ। ଶୁଣନ୍ତୁ କ'ଣ କହୁଛନ୍ତି ଛାତ୍ରୀ ଜଣକ
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#student#kendrapada#Odisha#OdishaReporter#KendraparaNews
#OdishaReporter
#BusTerminal
#OdishaNews
#GroundReportOdisha
#KendraparaBusStand

Advertisment
Odisha Reporter Odisha News national news in odia Odisha breaking news Odisha Latest News Odisha Viral News Odisha News Today Odisha viral video Odisha ground report Kendrapara bus terminal Kendrapara news Odisha bus stand bus terminal delay Odisha infrastructure Kendrapara update Odisha passengers Odisha transport issue Kendrapara project delay Odisha development issue Kendrapara bus stand incomplete Odisha construction delay