Advertisment

‘ଆମେ ଖରାରେ ଛିଡ଼ା ହୋଇପାରୁନୁ’ | Kendrapara Still Without a Proper Bus Stand | Odisha Reporter

Advertisment

#କୋଟି_କୋଟି_ଟଙ୍କା_ବ୍ୟୟ_ହେବା_ପରେ_ବି_ନିର୍ମାଣ_କାମ_ଅସମ୍ପୂର୍ଣ୍ଣ
ଅଧାରେ ଅଟକିଛି କେନ୍ଦ୍ରାପଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ। କୋଟି କୋଟି ଟଙ୍କା ବ୍ୟୟ ହେବା ପରେ ବି ନିର୍ମାଣ କାମ ଅସମ୍ପୂର୍ଣ୍ଣ ରହିଛି। ଦୈନିକ ଜିଲ୍ଲାକୁ ଦୁଇ ସହ ବସ ଚଳାଚଳ କରୁଥିବା ବେଳେ ହଜାର ହଜାର ଯାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି। କିନ୍ତୁ ଜିଲ୍ଲାର ପ୍ରମୁଖ ବସଷ୍ଟାଣ୍ଡ ନଥିବା ଯୋଗୁ ଯାତ୍ରୀ ସେବା ପ୍ରଭାବିତ ହେଉଛି। ଏମିତିକି ରାସ୍ତା କଡ଼ରେ ଅଟକି ରହିଛି ଯାତ୍ରୀବାହୀ ବସ। ଶୁଣନ୍ତୁ କ'ଣ କହୁଛନ୍ତି ଛାତ୍ରୀ ଜଣକ
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#student#kendrapada#Odisha#OdishaReporter#KendraparaNews
#OdishaReporter
#BusTerminal
#OdishaNews
#GroundReportOdisha
#KendraparaBusStand

Advertisment
Odisha News Today Odisha construction delay Odisha viral video Kendrapara bus stand incomplete Odisha breaking news Odisha development issue Odisha Latest News Odisha ground report Odisha Viral News Kendrapara project delay Odisha transport issue Odisha passengers Kendrapara update Odisha infrastructure bus terminal delay Odisha bus stand Odisha News Kendrapara news Kendrapara bus terminal national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe