#ଟ୍ରାଭେଲର_ତଳେ_ଚାପି_ହୋଇ_ଯାଇଥିଲୁ
ପୋଲକୁ ଧକ୍କା ଦେଇ ଓଲଟିପଡିଲା ଟୁରିଷ୍ଟ ଗାଡ଼ି। ଟଳିଲା ବଡ଼ ଦୁର୍ଘଟଣା। ସମ୍ବଲପୁର ରେଢ଼ାଖୋଲ ରାସ୍ତା କଁସର ନିକଟରେ ଘଟିଛି ଦୁର୍ଘଟଣା। ବ୍ରିଜ୍ ସେଫ୍ଟି ୱାଲରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ୍ । ଏଥିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଡ୍ରାଇଭର ଶୋଇ ପଡିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#DriverFatigue#BusAccident#PassengerSafety#SambalpurRairakholRoad_Accident#KansarBridge_TouristBusCrash#TouristBus_OdishaAccident#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us