‘ଆମେ ବ୍ୟାକ୍ ଫୁଟରେ ରହିବୁନି’| BJD Leader Preetiranjan Ghadei | Nuapada By-Poll 2025 | Odisha Reporter
ନୂଆପଡା ଉପନିର୍ବାଚନକୁ ପ୍ରଚାର ଦାୟିତ୍ଵ ନେଇ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ପ୍ରତିକ୍ରିୟା। ୧୬ ମାସରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ ବିଜେଡି। ଆଇନ ଶୃଙ୍ଖଳା ପରିସ୍ଥିତି, ଛାତ୍ର ଛାତ୍ରୀ ସୁରକ୍ଷା ଓ ଚାଷୀ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବ। ଏ ସବୁ ନୂଆପଡା ବାସୀ ଅନୁଭବ କରି ସାରିଛନ୍ତି। ନୂଆପଡା ବିକାଶରେ ନବୀନ ଅଙ୍କିଥିବା ବିକାଶ ଚିତ୍ରକୁ ମୁଦ୍ଦା କରିବ ଦଳ। ଆମେ ଫ୍ରଣ୍ଟ ଫୁଟରେ ଅଛୁ। ନୂଆପଡା ଉପନିର୍ବାଚନରେ ଉଚିତ ଜବାବ ଦେବେ ନୂଆପଡାବାସୀ।
BJD leader Preetiranjan Ghadei reacts to the upcoming Nuapada by-poll:
- BJD will highlight 16 months of government failures.
- Key issues: law & order, student safety, farmer welfare, and local development.
- Citizens of Nuapada have already felt the impact and BJD aims to address these concerns.
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nuapadabyelection#pritiranjanghadei#bjd#politics#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
