Advertisment

ଜାହଜରୁ ନିଖୋଜ ହେବାର ମାନେ କଣ ? || Missing Odia Merchant Navy Cadet || Odisha Reporter

Advertisment

#କେଉଁଠି_ଥାଇପାରନ୍ତି_ସାର୍ଥକ ?
ଗଭୀର ସମୁଦ୍ରରେ ଜାହାଜରୁ ନିଖୋଜ ହୋଇଯାଇଛନ୍ତି କ୍ୟାଡେଟ ସାର୍ଥକ ମହାପାତ୍ର । ପରିବାର ଲୋକଙ୍କ ଆକୁଳ ନିବେଦନ କରିବା ପରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ତେବେ ଗଭୀର ସମୁଦ୍ରରେ କେମିତି ନିଖୋଜ ହୋଇଯାନ୍ତି ଜଣେ ମର୍ଚାଣ୍ଟ ନାଭି ? ନିଖୋଜ ହେବା ପରେ କଣ କଣ ପଦକ୍ଷେପ ନିଆଯାଏ ? କେମିତି ସାର୍ଥକଙ୍କ ସନ୍ଧାନ ମିଳି ପାରିବ? ଏ ସମ୍ପର୍କରେ ପୁରା ବିବରଣୀ ଦେଇଛନ୍ତି ଜାହାଜରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରି ସ୍ଵାଧୀନ ରାଉତ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Swadheenrout#ship#sailor#sarthakmohapatra#missing

Advertisment
India merchant navy news odia breaking news maritime search process government action missing sailor Bhadrak missing youth Odisha sailor missing news Anglo Eastern cadet case search operation merchant navy how sailors go missing missing sailor deep sea merchant navy cadet missing Sarthak Mahapatra missing Odisha National News oriya news today oriya samachar odia news live news in odia national news in odia Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe