#ଡାକ୍ତର_ମୋତେ_ନୂଆ_ଜୀବନ_ଦେଇଛନ୍ତି
ହସ୍ପିଟାଲରୁ ଡିସଚାର୍ଜ ହେଲେ ବିମାନ ଦୁର୍ଘଟଣାରେ ଆହତ ପାଇଲଟ କ୍ୟାପଟେନ ତରୁଣ ଶ୍ରୀବାତ୍ସବ । ରାଉରକେଲାରେ ଥିବା ଜୟ ପ୍ରକାଶ ହସ୍ପିଟାଲରୁ ଆଜି ସେ ଘରକୁ ଫେରିଛନ୍ତି । ୧୦ ତାରିଖ ଦିନ ଜଳଦା ନିକଟରେ ହୋଇଥିଲା ବିମାନ ଦୁର୍ଘଟଣା । ଦୁଇ ପାଇଲଙ୍କ ସମେତ ୪ ଯାତ୍ରୀ ହୋଇଥିଲେ ଆହତ । ତେବେ ପାଇଲଟଙ୍କ ମୁହଁରୁ ଶୁଣନ୍ତୁ ସେଦିନିର ଛାତିଥରା କାହାଣୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pilot#tarunsrivastav#Discharge#Rourkela#plancecrash
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
