Advertisment

‘ପୁଅ ଦେଖିଲା ବେଳକୁ ଗାଡ଼ି ଜଳୁଛି’ | BJP Leader’s Car Burnt Overnight | Kendrapada | Odisha Reporter

Advertisment

‘ପୁଅ ଦେଖିଲା ବେଳକୁ ଗାଡ଼ି ଜଳୁଛି’ | BJP Leader’s Car Burnt Overnight | Kendrapada | Odisha Reporter
କେନ୍ଦ୍ରାପଡା ବିଜେପି ନେତ୍ରୀ ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଙ୍କ ସ୍କର୍ପିଓ ଗାଡି ଗୁରୁବାର ରାତିରେ ପୋଡି ପାଉଁଶ ହୋଇଯାଇଛି । ସଦର୍ ଥାନା ଅନ୍ତର୍ଗତ ଗୁଆଳସିଂ ସ୍ଥିତ ନିଜ ଘର ଆଗରେ ଥିବା ସ୍କର୍ପିଓ ଗାଡିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କିମ୍ୱା ସର୍ଟସର୍କିଟ ଯୋଗୁଁ ଜଳିଯାଇଥିବା କୁହାଯାଉଛି । ତେବେ ଘଟଣା ସମ୍ପର୍କରେ ଗୀତାଞ୍ଜଳି କଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#gitanjalisethy#Kendrapada#Carfire

Advertisment
Odisha Odisha Reporter odia breaking news national news in odia odisha reporter youtube odia news live Odisha political news Odisha Viral News Odisha crime news BJP Odisha news odia khabar Kendrapada Sadar police National NewsKendrapada BJP leader Geetanjali Sethi car burnt Scorpio car fire Odisha Kendrapada breaking news BJP leader vehicle fire suspected arson Odisha short circuit car fire Kendrapada BJP leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe