କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ରାଜନୀତି ଛାଡିବେନି ବୋଲି ବି ସିଧା ଶୁଣାଇ ଦେଇଛନ୍ତି । ଏପରିକି ଆଗକୁ କି ପଦକ୍ଷେପ ନେବେ ତାହା ମଧ୍ୟ ଖୁବଶୀଘ୍ର ଜଣାଇବେ ବୋଲି କହିଛନ୍ତି ମୋକିମ । ତେବେ ଆଗକୁ କେଉଁ ଦଳରେ ଯୋଗ ଦେବେ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିବାବେଳେ ମୋକିମ କ'ଣ ଉତ୍ତର ରଖିଛନ୍ତି ଶୁଣନ୍ତୁ...
#odishareporter#mdmoquim#congress#bjp#bjd
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
